Monday, May 17, 2021

ସିମେଇ କ୍ଷୀରି

 


ସିମେଇ କ୍ଷୀରି ପ୍ରସ୍ତୁତ କରିବା ପାଇଁ ଆଶ୍ୟକୀୟ ସାମଗ୍ରୀ

ସିମେଇ ୧କପ୍

କ୍ଷୀର ୨୫୦ ml

ଚେରି

କାଜୁ _ କିସମିସ 

ଚିନି

ଆଲ୍ମଣ୍ଡ

ଗୁଜୁରାତି

ଲୁଣ 

ଘିଅ ୨ ଚାମଚ 

ଆସନ୍ତୁ ପ୍ରସ୍ତୁତ କରିବା ସିମେଇ କ୍ଷୀରି । ପ୍ରଥମେ କଡେଇ କୁ ଗରମ କରିବା ତାପରେ ୨ ଚାମଚ ଘିଅ ପକାନ୍ତୁ  ଘିଅ ଗରମ ହେବାପରେ ସେଥିରେ କାଜୁ ଓ କିସମିସ ପକାଇ ଭାଜିବା । କାଜୁ କିସମିସ ଗୋଲ୍ଡେନ ବ୍ରାଉନ୍ ହୋଇଗଲେ ତାକୁ ଅନ୍ୟ ଏକ ପତ୍ରକୁ କଢ଼ିଦେବ । ସେହି କଡାଇରେ ଅଳ୍ପ ଜିର ନେବା ଏବଂ ସିମେଇ କୁ ସେଥିରେ ମିଶାଇ ଭାଜିବ । ସିମେଇ ଅଳ୍ପ ଭାଜି ହେବା ପରେ ସ୍ଵାଦ ଅନୁସାରେ ଲୁଣ ପକାଇ ଭଲଭାବରେ ଗୋଳାଇ ଦିଅନ୍ତୁ । ଏହାକୁ ଧିମା ଅଞ୍ଚ ରେ ପ୍ରସ୍ତୁତ କରିବା ।

ସିମେଇ ଗୋଲ୍ଡେନ ବ୍ରାଉନ color ହୋଇଗଲେ ସେଥିରେ କ୍ଷୀର ମିଶାଇ ଭଲଭାବରେ ଗୋଳାଇବା । ପରେ ଆବଶ୍ୟକ ଅନୁସାରେ ଚିନି ମିଶାଇ ଭଲଭାବରେ ଗୋଳାଇ ଦେବା। ସିମେଇ ଫୁଟି ଯିବା ପରେରଖିଥିବା କାଜୁ,କିସମିସ, ଗୁଜୁରାତି ଓ ଚେରି କୁ ମିଶାଇ ଭଲଭାବରେ ଗୋଳାଇ ଦେବା ।

ପ୍ରସ୍ତୁତ ହୋଇଗଲା ସିମେଇ କ୍ଷୀରି ।


ଆପଣମାନେ ଏହି YouTube channel ରୁ ଦେଖି ପ୍ରସ୍ତୁତ କରିପାରିବେ

Lity's kitchen

https://youtu.be/HAIPgf9y2Vc


















No comments:

OKRA_FRAMING

ଜୟୀ ରାଜଗୁରୁ (Freedom fighter)

ଜୟୀରାଜଗୁରୁ : ଇଂରେଜମାନେ ଭାରତକୁ ବାଣିଜ୍ୟ କରିବା ପାଇଁ ଆସି ଧୀରେ ଧୀରେ ରାଜନୈତିକ ବ୍ୟାପାରରେ ପ୍ରବେଶ କଲେ। ସେମାନେ ଗୋଟିକ ପରେ ଗୋଟିଏ ରାଜ୍ୟ ତାଙ୍କ ସାମ୍ରାଜ୍ୟର...