Wednesday, June 23, 2021

Mushroom recipe

https://youtu.be/4AkDW1y9H-E

Let's see how the mushroom besara  is made, Heat the pan, take 3 tablespoons of mustard oil in it, when it is hot, add the chopped mushrooms and fry. Adding salt to taste, adding turmeric powder and frying well, our mushrooms were ready to fry. Let's see how the basera is made. Take 1 teaspoon of mustard oil, cut a tamato into it, grind the mustard I kept here, dried chillies,  garlic , 1/2 cup of water and mix it take 2 teaspoons . Then we add mustard water here, take out its slices, 1/2 teaspoon turmeric Add , add salt to taste and mix well Add 1/2 teaspoon chilli powder if it boils well or if the raw smell of mustard goes away Then mix the mushrooms that are kept in it. Add 2 ambula soaked in water 1 hour ago , For Tadaka take 1 teaspoon of mustard oil, take 1 teaspoon of phutana , add one dried chilli, sprinkle 6 to 7 cloves of garlic in it, put the Curry leaf in it when the garlic is fried, put the mushroom curry  in it and mix well. Our chatu / mushroom Besara is ready



ଆସନ୍ତୁ ଦେଖିବା କିପରି ପ୍ରସ୍ତୁତ ହେଉଛି ଛତୁ ବେସର | କଡେଇ ଗରମ କରିବା,ତା ମଧ୍ୟରେ 3 ଚାମଚ ସୋରିଷ ତେଲ ନେବା ତାହା ଗରମ ହୋଇଗଲେ , ତା ମଧ୍ୟରେ କାଟିକି ରଖିଥିବା ଛତୁକୁ ପକାଇ ଭାଜିବା  | ସ୍ଵାଦ ଅନୁସାରେ ଲୁଣ ପକାଇବା, ହଳଦୀ ଗୁଣ୍ଡ ପକାଇ ଭଲଭାବରେ ଭାଜିବା, ପ୍ରସ୍ତୁତ ହୋଇଗଲା ଆମର ଛତୁ ଭଜା | ଆସନ୍ତୁ ଦେଖିବା ବେସର କିପରି ପ୍ରସ୍ତୁତ ହେଉଛି ? 1 ଚାମଚ ସୋରିଷ ତେଲ ନେବା ,ଗୋଟେ ବିଲାତି କୁ କାଟିକି ତା ମଧ୍ୟରେ ପକାଇବା , ମୁଁ ଏଠାରେ grinding କରି ରଖିଥିବା ସୋରିଷ,ଶୁଖିଲା ଲଙ୍କା ,ରସୁଣରୁ 2ଚାମଚ ନେଉଛି 1/2 କପ ପଣି ମିସଉଛି ତ ମଧ୍ୟରେ ଆମେ ଏଠାରେ ସୋରିଷର ପାଣିକୁନେବା ,ତାର ଛେଦାକୁ ବାହାର କରିଦେବା , 1/2 ଚାମଚ ହଳଦୀ ଗୁଣ୍ଡ ମିଶାଇବା , ସ୍ଵାଦ ଅନୁସାରେ ଲୁଣ ପକାଇ ଭଲ ଭାବରେ mix କରିବା | 1/2 ଚାମଚ ଲଙ୍କା ଗୁଣ୍ଡ ପକାଇବା ତାହା ଭଲ ଭାବରେ ଫୁଟିଗଲେ ବା ସୋରିଷର raw ବାସ୍ନା ଚାଲିଗଲେ ତା ମଧ୍ୟରେ ଭାଜିକି ରଖିଥିବା ଛତୁକୁ ପକାଇ mix କରିବା | 2ଟି ଆମ୍ବୁଲକୁ 1ଘଣ୍ଟା ପୂର୍ବରୁ ପାଣିରେ ଭିଜାଇ ରଖିଥିଲି ତାହା add କରିବା | ଛୁଙ୍କ କରିବା ପାଇଁ , 1 ଚାମଚ ସୋରିଷ ତେଲ ନେବା , 1 ଚାମଚ ଫୁଟଣ ନେବା ,ତା ମଧ୍ୟରେ ଗୋଟେ ଶୁଖିଲା ଲଙ୍କା ପକାଉଛି ,6 ରୁ 7 ପାଖୁଡା ରସୁଣକୁ ଛେଚିକି ତା ମଧ୍ୟରେ ପକାଉଛି, ରସୁଣ ଭାଜି ହୋଇଗଲେ ତା ମଧ୍ୟରେ ଭୃଷଙ୍ଗପତ୍ର ପକାଇବା , ରଖିଥିବା ଛତୁ ତରକାରୀକୁ ତା ମଧ୍ୟରେ ପକାଇ ଭଲରେ ମିକ୍ସ କରିବା | ପ୍ରସ୍ତୁତ ହୋଇଗଲା ଆମର ଛତୁ ବେସର |

https://youtu.be/4AkDW1y9H-E

No comments:

OKRA_FRAMING

ଜୟୀ ରାଜଗୁରୁ (Freedom fighter)

ଜୟୀରାଜଗୁରୁ : ଇଂରେଜମାନେ ଭାରତକୁ ବାଣିଜ୍ୟ କରିବା ପାଇଁ ଆସି ଧୀରେ ଧୀରେ ରାଜନୈତିକ ବ୍ୟାପାରରେ ପ୍ରବେଶ କଲେ। ସେମାନେ ଗୋଟିକ ପରେ ଗୋଟିଏ ରାଜ୍ୟ ତାଙ୍କ ସାମ୍ରାଜ୍ୟର...