Friday, August 21, 2020

RADISH PODS FARMING ( ବର୍ଷାଦିନରେ ଝୁଡଙ୍ଗ ଚାଷ )

 

ବର୍ଷା ଋତୁରେ ମିଳୁଥିବା ସବୁ ପନିପରିବା ମଧ୍ୟରୁ ଝୁଡ଼ଙ୍ଗର ସ୍ୱତନ୍ତ୍ର | ଅନେକାଂଶରେ ଏହାର ମଞ୍ଜିକୁ ଡାଲି ଭାବରେ ବ୍ୟବହାର କରାଯାଏ | ଝୁଡ଼ଙ୍ଗ ମଧ୍ୟ ଗାଈ ଗୋରୁମାନଙ୍କ ପାଇଁ ଏକ ଉନ୍ନତ ଚାରା | ଅନେକ ଚାଷୀ ଏହାକୁ ପରିବା ଭାବରେ ଚାଷ କରିଥାନ୍ତି | ଏହାକୁ ଚାଷୀମାନେ ଅନ୍ୟ ଫସଲ ସହିତ ଅନ୍ତ ଫସଲ ରୂପେ ଚଷା କରନ୍ତି |

ଏହାର ତାପମାତ୍ରା 25 ଡିଗ୍ରୀ ରୁ 30 ଡିଗ୍ରୀ ମଧ୍ୟରେ ରହିବ ଦରକାର | ଝୁଡଙ୍ଗର ଗଣ୍ଠି ବାୟୁ ମଣ୍ଡଳ ତାପମାତ୍ରରୁ ଯବକ୍ଷାରଜାନ ସଂଗ୍ରହ କରିଥାଏ | ଏହା ମାଟିକୁ ଉର୍ବର କରିଥାଏ | 

ଝୁଡ଼ଙ୍ଗ ଚାଷ କରିବାପାଇଁ ସାଧାରଣତଃ ବାଲିଆ ,ଦୋରସା ,ନିଗିଡ଼ା ମାଟି ହୋଇଥିବା ଦରକାର | ବର୍ଷା ଦିନରେ ଯେଉଁ ଜାଗାରେ ପାଣି ଜମି ନ ରହୁଥିବା ସ୍ଥାନରେ ଚାଷ କରିବା ଉଚିତ | ମାଟିର ଅମ୍ଳତା (ପି .ଏଚ )5.5 ରୁ 6.5 ଦରକାର |

Of all the vegetables available during the rainy season, the shrub is unique Its seeds are often used as pulses Shrubs are also an excellent pasture for cows Many farmers cultivate it as a family It is cultivated by farmers as an end crop along with other crops

Its temperature should be between 25 and 30 degrees The knot of the hood collects nitrogen from the atmosphere. It fertilizes the soil

Sand cultivation usually requires sandy, loamy, loamy soils On rainy days, water should be cultivated in areas where there is no land Soil acidity (PH) is required from 5.5 to 6.5


କିସମ 

2 ପ୍ରକାରର > 1- ବୁଦା ଜାତୀୟ = ଆମେରିକାନ ଗ୍ରୀନ , ସୁନେରୀ ,କାଓପି 263

                  2- ଲତା ଜାତୀୟ = ଆର୍କା ଗାରିମା , ମହାରାଣୀ ,ପୁଷା ବର୍ଷାତି , ପୁଷା ଫାଲ୍ଗୁନୀ  ,ପୁଷା ଦୋ ଫସଲି 

ପୁଷା ଦୋ ଫସଲି ବର୍ଷା ଏବଂ ଶୀତଦିନରେ ହୋଇଥାଏ | ପୁଷା ବର୍ଷାତି , ପୁଷା ଫାଲ୍ଗୁନୀ ଗଛ ଛୋଟ ହୋଇଥାଏ |

ପରିମାଣ 

ଏକର ପ୍ରତି 5 ରୁ 6 କିଗ୍ରା ବିହନ ମଞ୍ଜି ଦରକାର | ବିହନକୁ 24 ଘଣ୍ଟା ପାଣିରେ ଭିଜାଇବାପରେ ଜମିରେ ଲଗାନ୍ତୁ |

What kind

2 types> 1- Bush  = American Green, Suneri, Copi 263

                   2- Lata  = Arka Garima, Queen, Pusa Barshati, Pusa Falguni, Pusa Do Fasli

Pusa do crop occurs in the rain and winter Pusa rains, Pusa falguni trees shrink

Amount

5 to 6 kg of seed seeds are required per acre Soak the seeds in water for 24 hours

ବିହନ ବିଶୋଧନ

1 କିଗ୍ରା ମଞ୍ଜିପିଛା 2ଗ୍ରା. ଥିରାମ ଗୁଣ୍ଡରେ ଭଲଭାବରେ ମିଶାନ୍ତୁ | ବିହନ ବୁଣିବାର 1 ଘଣ୍ଟା ପୂର୍ବରୁ 1କିଗ୍ରା ପ୍ରତି 20ଗ୍ରାମ ରାଇଜୋବିୟମ କଲଚର 40 ମିଲି ଲିଟର ପାଣିରେ ମିଶାଇ ଛାଇରେ ଶୁଖାଇବା ଦରକାର |

Seed treatment

2 g per 1 kg of seeds. Mix well with thiram powder 1 hour before sowing the seeds need to be dried in the shade by mixing 40 ml of rhizobium culture per 1 kg of water per 1 kg.

ଜମି ପ୍ରସ୍ତୁତି 

ଜମିରେ ମଞ୍ଜି ଲଗାଇବା ପୂର୍ବରୁ ଭଲଭାବରେ ଗୁଣ୍ଡ ଚାଷ କରିବାକୁ ପଡିଥାଏ | ଏକର ପ୍ରତି 10ଟନ ସଢା ଗୋବରଖତ , 10କିଗ୍ରା ଯବକ୍ଷାରଜାନ , 20କିଗ୍ରା ଫସଫରସ , 20 କିଗ୍ରା ପଟାସ ଦେବାକୁ ପଡିଥାଏ | ଉଇ ନ ଲାଗିବ ପାଇଁ ଏକର ପ୍ରତି 10 କିଗ୍ରା କ୍ଲୋରୋପାଇରିଫସ ଗୁଣ୍ଡ ଦରକାର | ଗଛଟି 25 ରୁ 30 ଦିନ ହୋଇଗଲା ପରେ ଏକର ପ୍ରତି 10 କିଗ୍ରା ଫସଫରସ , 10 କିଗ୍ରା ପଟାସ ଦେଇ କୋଡା ଖୋସା କରାଇବା ଦରକାର | ବର୍ଷା ଦିନରେ ଗଛ ମୂଳରୁ ଘାସକୁ ବାଛି ପରିଷ୍କାର କରିବା ଉଚିତ |

Land preparation

Before planting the seeds, the soil must be well cultivated It costs 10 tonnes of manure per acre, 10 kg of jatropha, 20 kg of phosphorus, 20 kg of potash. 10 kg of chloropyrifos per acre is required to prevent weeds After 25 to 30 days of planting, the plant needs to be peeled with 10 kg of phosphorus, 10 kg of potash. On rainy days, the grass should be picked and cleaned from the roots

 

  ଅଣୁସାର ପ୍ରୟୋଗ = ରୋଗ ଓ ପୋକ 

ପତ୍ର ଗୁଡିକ ହଳଦିଆ ଓ ଲମ୍ବା ହୋଇଗଲେ 1 ଲିଟର ପ୍ରତି 2.5 ଗ୍ରା ଆମୋନିୟମ ମଳିବିଡେଟ ମିଶାଇ ପ୍ରୟୋଗ କରନ୍ତୁ | ଜିଙ୍କ ଅଭାବରୁ ପତ୍ର ଗୁଡିକ ମୋଡି ମୋଡ଼ି ହୋଇଯାଇଥାଏ | ଗଛ ଗୁଡିକ ଭଲଭାବରେ ବଢ଼ିପାରି ନଥାଏ | ଫୁଲ ମଧ୍ୟ ଠିକ ସମୟରେ ଆସି ନଥାଏ | ଜିଙ୍କ ଅଭାବରୁ ରକ୍ଷା କରିବା ପାଇଁ ଏକର ପ୍ରତି 4 କିଗ୍ରା ଜିଙ୍କ ସଲଫେଟ ଛିଞ୍ଚନ କରନ୍ତୁ | ଫୁଲ ଆସିବା ପୂର୍ବରୁ ଲିଟର ପ୍ରତି 200 ମି.ଗ୍ରା.ମାଲିକ ହାଇଡ୍ରାଜାଇଡ଼ ସ୍ପ୍ରେ କଲେ ଛୁଇଁ ଭଲ ଭାବରେ ରହିଥାଏ | ବର୍ଷା ଦିନରେ ସାଧାରଣତଃ ଯୋଉ ପୋକ ଦେଖାଯାଇଥାଏ | ଏହାର ପ୍ରତିକାର ପାଇଁ ଲିଟର ପ୍ରତି 0.5 ଗ୍ରା ଏସିଟାମିପ୍ରିଡ଼ ମିଶାଇ ସ୍ପ୍ରେ କରିବେ |

 ଏବେ ବାଉଁଶରେ ଛକ କରି ଉନ୍ନତ ଭାବରେ ଚାଷ କରାଯାଇ ପାରୁଛି | ଏହା କରିବା ଦ୍ୱାରା ଫସଲକୁ ଭଲ ଭାବରେ ତୋଳି ପାରିବେ , ରୋଗ ଓ ପୋକରୁ ମଧ୍ୟ ଠିକ ଭାବରେ ରକ୍ଷା କରି ପାରିବେ | ପତ୍ର ମୋଡା ରୋଗ ପାଇଁ ଲିଟର ପ୍ରତି 0.5 ମି.ଲି. ଇମିଡାକ୍ଲୋରପୀଡ଼ ସ୍ପ୍ରେ କରିବା ଦରକାର |

Application of the virus = disease and worms

When the leaves are yellow and long, apply 2.5 g of ammonium molybdate per 1 liter. The leaves are twisted due to lack of zinc The trees did not grow well Flowers do not arrive on time Sprinkle 4 kg of zinc sulfate per acre to prevent zinc deficiency The owner of 200 mg per liter of hydrate spray before the flower arrives touches it well. Worms are usually seen on rainy days To prevent this, spray 0.5 g of acitamiprid per liter

 It is now cultivated in bamboo By doing so you can better harvest the crop, as well as properly protect against diseases and insects. 0.5 ml per liter for leaf curl disease. Imidachloride needs to be sprayed

 

No comments:

OKRA_FRAMING

ଜୟୀ ରାଜଗୁରୁ (Freedom fighter)

ଜୟୀରାଜଗୁରୁ : ଇଂରେଜମାନେ ଭାରତକୁ ବାଣିଜ୍ୟ କରିବା ପାଇଁ ଆସି ଧୀରେ ଧୀରେ ରାଜନୈତିକ ବ୍ୟାପାରରେ ପ୍ରବେଶ କଲେ। ସେମାନେ ଗୋଟିକ ପରେ ଗୋଟିଏ ରାଜ୍ୟ ତାଙ୍କ ସାମ୍ରାଜ୍ୟର...