୧- ଶ୍ରୀଜଗନ୍ନାଥଙ୍କ ରତ୍ନ ସିଂହାସନ ଉପରେ ବନ୍ଧା ହେଉଥିବା ତ୍ରିମୁଣ୍ଡି ଚାନ୍ଦୁଆ କେଉଁ ମଠ ପକ୍ଷରୁ ଯୋଗାଇ ଦିଆଯାଏ ?
1. From which monastery is the Trimundi chandua attached to Shree Jagannath's ratna singhasana ?
ଉତ୍ତର - ବଡ଼ ଓଡ଼ିଆ ମଠ
Ans - Bada odia matha
୨ - ରାମାୟଣରେ ଶ୍ରୀରାମ କେଉଁ ସମୟରେ ଏକ ଦୀପଶିଖାକୁ ଛୁଇଁ ନିୟମ କରିଥିଲେ ?
2 - When in the Ramayana did Rama make a rule by touching a lamp?
ଉତ୍ତର - ଚତୁର୍ଥୀ ରାତିରେ
Ans - fourth night
୩- ମନବୋଧ ଚଉତିଶାର ଲେଖକ କିଏ ?
3. Who is the author of Manabodha Chautisha?
ଉତ୍ତର - ଭକ୍ତ ଚରଣ ଦାସ
Ans - Bhakta Charan Das
୪- ହିରଣକଶିପୁର କେତେ ଜଣ ପୁତ୍ର ଥିଲେ ?
4. How many sons did Hiranakashipu have ?
ଉତ୍ତର - ଚାରିଜଣ
Ans - Four
୫ - ସଂସ୍କୃତ ଭାଷାରେ ଆଦିକବି କୁହାଯାଏ ବାଲ୍ମିକୀଙ୍କୁ ହେଲେ ଓଡ଼ିଆ ଭାଷାରେ ଆଦିକବି କାହାକୁ କୁହାଯାଏ ?
5 - In Sanskrit, Adikabi is called Balmiki, but in Oriya, who is Adikabi ?
ଉତ୍ତର - ଶାରଳା ଦାସ
Ans - Sharala Das
୬ - ରାମାୟଣରେ ଶ୍ରୀରାମ ଭଗବାନ ପ୍ରଥମେ କାହାକୁ ବଧ କରିଥିଲେ ?
6 - In the Ramayana, whom did Lord Rama first kill?
ଉତ୍ତର - ତାଡକା
Ans -Tadaka
No comments:
Post a Comment