Saturday, May 29, 2021
Birbal's Magic Trick
Monday, May 17, 2021
ସିମେଇ କ୍ଷୀରି
ସିମେଇ କ୍ଷୀରି ପ୍ରସ୍ତୁତ କରିବା ପାଇଁ ଆଶ୍ୟକୀୟ ସାମଗ୍ରୀ
ସିମେଇ ୧କପ୍
କ୍ଷୀର ୨୫୦ ml
ଚେରି
କାଜୁ _ କିସମିସ
ଚିନି
ଆଲ୍ମଣ୍ଡ
ଗୁଜୁରାତି
ଲୁଣ
ଘିଅ ୨ ଚାମଚ
ଆସନ୍ତୁ ପ୍ରସ୍ତୁତ କରିବା ସିମେଇ କ୍ଷୀରି । ପ୍ରଥମେ କଡେଇ କୁ ଗରମ କରିବା ତାପରେ ୨ ଚାମଚ ଘିଅ ପକାନ୍ତୁ ଘିଅ ଗରମ ହେବାପରେ ସେଥିରେ କାଜୁ ଓ କିସମିସ ପକାଇ ଭାଜିବା । କାଜୁ କିସମିସ ଗୋଲ୍ଡେନ ବ୍ରାଉନ୍ ହୋଇଗଲେ ତାକୁ ଅନ୍ୟ ଏକ ପତ୍ରକୁ କଢ଼ିଦେବ । ସେହି କଡାଇରେ ଅଳ୍ପ ଜିର ନେବା ଏବଂ ସିମେଇ କୁ ସେଥିରେ ମିଶାଇ ଭାଜିବ । ସିମେଇ ଅଳ୍ପ ଭାଜି ହେବା ପରେ ସ୍ଵାଦ ଅନୁସାରେ ଲୁଣ ପକାଇ ଭଲଭାବରେ ଗୋଳାଇ ଦିଅନ୍ତୁ । ଏହାକୁ ଧିମା ଅଞ୍ଚ ରେ ପ୍ରସ୍ତୁତ କରିବା ।
ସିମେଇ ଗୋଲ୍ଡେନ ବ୍ରାଉନ color ହୋଇଗଲେ ସେଥିରେ କ୍ଷୀର ମିଶାଇ ଭଲଭାବରେ ଗୋଳାଇବା । ପରେ ଆବଶ୍ୟକ ଅନୁସାରେ ଚିନି ମିଶାଇ ଭଲଭାବରେ ଗୋଳାଇ ଦେବା। ସିମେଇ ଫୁଟି ଯିବା ପରେରଖିଥିବା କାଜୁ,କିସମିସ, ଗୁଜୁରାତି ଓ ଚେରି କୁ ମିଶାଇ ଭଲଭାବରେ ଗୋଳାଇ ଦେବା ।
ପ୍ରସ୍ତୁତ ହୋଇଗଲା ସିମେଇ କ୍ଷୀରି ।
ଆପଣମାନେ ଏହି YouTube channel ରୁ ଦେଖି ପ୍ରସ୍ତୁତ କରିପାରିବେ
Lity's kitchen
https://youtu.be/HAIPgf9y2Vc
OKRA_FRAMING
ଜୟୀ ରାଜଗୁରୁ (Freedom fighter)
ଜୟୀରାଜଗୁରୁ : ଇଂରେଜମାନେ ଭାରତକୁ ବାଣିଜ୍ୟ କରିବା ପାଇଁ ଆସି ଧୀରେ ଧୀରେ ରାଜନୈତିକ ବ୍ୟାପାରରେ ପ୍ରବେଶ କଲେ। ସେମାନେ ଗୋଟିକ ପରେ ଗୋଟିଏ ରାଜ୍ୟ ତାଙ୍କ ସାମ୍ରାଜ୍ୟର...
-
ଅଶ୍ଵଗନ୍ଧା Ashwagandha, Withania somnifera Dunal (Solanaceae) ଅଶ୍ଵଗନ୍ଧାର ଗୁଣ ଗାରି ମା କହିବା ବାହୁଲ୍ୟ ମାତ୍ର । ଏହାର ସେବନ ଦ୍ଵାରା ଯଯାତି...
-
King Dasharatha had three queens as per the custom prevailing those days. The eldest queen Kaushalya was a religious minded.go...
-
Long ago, in the mythological period there was a robber named Ratnakar . He used to rob the people in the forest near his village. After rob...
