Sunday, August 9, 2020

ଭେଣ୍ଡି ଚାଷ (Okra Farming)

 

ଭେଣ୍ଡି ଚାଷ (Okra Farming)
>

ପରିବା ହିସାବରେ ଭେଣ୍ଡି ଫସଲ ସାରା ଦେଶରେ ଚାଷ କରାଯାଇଥାଏ । ଏହା ଏକ ସୁସ୍ଵାଦୁ ପରିବା, ଏଥିରେ କୌଣସି । ସନ୍ଦେହ ନାହିଁ ।

ଭେଣ୍ଡିରେ ପ୍ରାୟ ୭.୬ ଭାଗ ଶର୍କରା ୨.୨ ଭାଗ ପୁଷ୍ଟିସାର, ୦.୨ ଭାଗ ସ୍ନେହସାର, ୧.୨ ଭାଗ ତନ୍ତୁ, ୦.୭ ଭାଗ ଧାତବ ଲବଣ ଥାଏ । ଏହା ବ୍ୟତୀତ ଏଥିରେ ଚୂନ, ଫସ୍‌ଫରସ୍, ଲୌହ ଓ ଭିଟାମିନ୍ ଏ, ବି, ସି ମଧ୍ୟ ରହିଥାଏ । କେତେକ କ୍ଷେତ୍ରରେ ଭେଣ୍ଡିକୁ ଝାଡ଼ା, ଗନେରିଆ, ରକ୍ତ ଓ ମୃତ୍ର ଜନିତ କେତେକ ରୋଗର ନିରାକରଣ ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ

ଭାରତ ବର୍ଷରେ ବହୁ କାଳରୁ ଭେଣ୍ଡି ଚାଷ ହୋଇ ଆସୁଅଛି । ତେବେ ବର୍ତ୍ତମାନ ଭାରତର ପ୍ରତ୍ୟେକ ପ୍ରଦେଶରେ ଖରା ଓ ବର୍ଷାଦିନେ ଭେଣ୍ଡି ଚାଷ ହୋଇଥାଏ । ଭାରତ ବ୍ୟତୀତ ଆଫ୍ରିକା, ଆମେରିକା, ତୁର୍କିରେ ମଧ୍ୟ ଭେଣ୍ଡି ଚାଷ କରାଯାଇଥାଏ ।

Okra Farming>

Okra is cultivated across the country as a family. It's a delicious family, no matter what. No doubt.

Okra contains about 4.6 percent sugar, 2.2 percent nutrition, 0.2 percent sugar, 1.2 percent fiber, and 0.8 percent metal salt. It also contains lime, phosphorus, iron and vitamins A, B, and C. In some cases, Okra is also used to treat diarrhea, gonorrhea, blood and other diseases.

Okra has been cultivated in India for a long time. Okra is now cultivated in every state of India on dry and rainy days. In addition to India, Okra is also grown in Africa, the United States, and Turkey.

ଜଳବାୟୁ >

ବର୍ଷର ସବୁ ସମୟରେ ଭେଣ୍ଡି ଚାଷ ହୋଇପାରିବ । ତେବେ ଧିକ ଖରା ହେଲେ କଢ଼ ଝଡ଼ି ପଡ଼ିବାର ଆଶଙ୍କା ଥାଏ । ସେହି ପରି ମାଟିର ଉତ୍ତାପ କମିଗଲେ ମଞ୍ଜି ଗଜା ହୁଏ ନାହିଁ । ଶୀତଦିନେ  ବାୟୁମଣ୍ଡଳରେ ଉତ୍ତାପ କମ୍ ରହୁ ଥିବାରୁ ଗଛ ମଧ୍ୟ ଭଲ ବଢ଼େ ନାହିଁ । ତେବେ ଆମ ରାଜ୍ୟରେ ଫେବୃଆରୀ ଠାରୁ ଜୁନ୍ ମାସ ପର୍ଯ୍ୟନ୍ତ ଓ ଅଗଷ୍ଟ ମାସଠାରୁ ଅକ୍ଟୋବର ମାସରେ ଭେଣ୍ଡି ଲଗାଯାଇପାରିବ । 

Climate>

Okra can be grown at all times of the year. If it gets too dry, there is a risk of a fall. Similarly, when the temperature of the soil decreases, the seeds do not germinate. The trees do not grow well because of the low temperatures in the winter. Okra can be planted in our state from February to June and from August to October.

ମୃତ୍ତିକା >

ଭେଣ୍ଡି ପ୍ରାୟ ସବୁ ମାଟିରେ ଚାଷ କରାଯାଇପାରିବ । ତେବେ ଉର୍ବର ଦୋରସା ମାଟିରେ ଏହା ଭଲ ହୁଏ । ଧାନ ଅମଳ ପରେ ଖାଲି ବିଲମାନଙ୍କରେ ମଧ୍ୟ ଭେଣ୍ଡି ଚାଷ କରାଯାଇପାରେ । ଭେଣ୍ଡି ବିଲରେ ଅଧିକ ପାଣି ଜମିଗଲେ ଗଛ ମରିଯାଏ । ତେବେ ସବୁ ପନିପରିବା ପରି ଭେଣ୍ଡି ଚାଷ ପାଇଁ ବିଲରେ ଯଥେଷ୍ଟ ପରିମାଣରେ ଖତ ଦେବା ଉଚିତ୍ । ୧ଏକର ବିଲରେ ୧୦ ଗାଡ଼ି ଭଲ ଖତ ଦେଲେ ମାଟିର ଉର୍ବରତା ବଢ଼ିଥାଏ । ଭେଣ୍ଡିଚାଷ ପୂର୍ବରୁ ବିଲରେ ସବୁଜ ସାର ଫସଲ ଚାଷ କଲେ ମଧ୍ୟ ମାଟିରେ ଜୈବିକ ପଦାର୍ଥର ପରିମାଣ ବଢ଼ିଥାଏ ।

Soil>

Okra can be grown on almost any soil. So it grows well in fertile soils.
Okra can also be grown on empty bees after harvest. If the water in the Okra field accumulates too much, the tree will die. Okra like all vegetables, should be given enough manure to grow. Adding 10 trucks of good manure per 1 acre of soil increases soil fertility. The cultivation of green manure crops in the beel before Wendy's cultivation also increases the amount of organic matter in the soil.

କିସମ >

ଭେଣ୍ଡିର ଅନେକ ଉନ୍ନତ କିସମ ରହିଛି । ସେସବୁ ମଧ୍ୟରେ ପୁଷା ସାୱାନୀ, ବୈଶାଳୀ ବଧୁ , ପଞ୍ଜାବ ପଦ୍ମିନୀ , ଆର୍କ ଅନାମିକା, ଆର୍କା ଅଭୟ ଆଦି କିସମ ଚାଷ କରାଯାଇପାରିବ । ପରବାଣିକ୍ରାନ୍ତି ନାମକ ଉନ୍ନତ କିସମର ଭେଣ୍ଡିରେ ପତ୍ର ହଳଦିଆ । ବା ସାହେବୀ ରୋଗ ହୁଏ ନାହିଁ । ଏହା ଉଭୟ ବର୍ଷା ଓ ଖରାଦିନେ ଚାଷ କରାଯାଇପାରିବ । ବର୍ଷାଦିନେ ଗଛ ୫ ରୁ ୬ ଫୁଟ ପର୍ଯ୍ୟନ୍ତ ଉଚ୍ଚ ହୋଇଥାଏ ଓ ଖରାଦିନେ ପ୍ରାୟ ୩ ଫୁଟ ପର୍ଯ୍ୟନ୍ତ ଉଚ୍ଚ ହୁଏ । ଫଳଗୁଡ଼ିକ ବେଶ୍ ବଡ଼ ଓ ଖାଇବାକୁ ସ୍ଵାଦିଷ୍ଟ ।

What kind>

Okra has a lot of different types. Among them, Pusa Savani, Vaishali Bride, Punjab Padmini, Arka Anamika, Arka Abhay and others can be cultivated. The leaves are yellow in an advanced type of wendy called Parabanikranti. Or sahebi disease does not occur. It can be grown on both rainy and dry days. In the rainy season, the tree grows to 5 to 6 feet high and in the dry season to about 3 feet tall. The fruits are quite large and delicious to eat.

ଚାଷ ପ୍ରଣାଳୀ >

ଭେଣ୍ଡି ଚାଷ ପାଇଁ ଜମିକୁ ଭଲ ଭାବରେ ଚାଷ କରିବା ଦରକାର ।ଏକ ଏକର ପାଇଁ ବର୍ଷାଦିନେ ୫-୬ କିଲୋଗ୍ରାମ୍ ମଞ୍ଜି ଦରକାର ହୋଇଥାଏ । ଲଗାଇବା ଦୂରତା ଅନୁସାରେ ବିହନ ପରିମାଣ କମ୍ ବେଶୀ ହୋଇପାରେ । ଚାଷ ସମୟରେ ବିଲରେ ଏକର ପିଛା ୮/୧୦ ଗାଡ଼ି ସଢ଼ା ଗୋବର ଖତ ଦେଇ ମାଟିରେ ମିଶାଇ ଦେବା ଉଚିତ୍ । ଭେଣ୍ଡି ପାଇଁ ଏକର ପିଛା ପ୍ରାୟ ୩୨ କିଲୋଗ୍ରାମ୍ ଯବକ୍ଷାରଯାନ , ୧୬ କିଲୋଗ୍ରାମ୍ ଫସ୍‌ଫରସ୍ ଓ ୧୬ କିଲୋଗ୍ରାମ୍ ପଟାସ ଆବଶ୍ୟକ ହୋଇଥାଏ । ଏହି ପରିମାଣର ଖାଦ୍ୟ ସାର ପାଇବା ପାଇଁ ଏକର ପିଛା ୭୦ । କିଲୋଗ୍ରାମ୍ ୟୁରିଆ ବା ୧୨୮ କିଲୋଗ୍ରାମ୍ କାଲସିୟମ ଆମୋନିଅମ ନାଇଟ୍ରେଟ୍, ୧୦୦ କିଲୋଗ୍ରାମ୍ ସିଙ୍ଗଲ ସୁପର ଫସ୍‌ଫେଟ୍ ଓ ୨୭ କିଲୋଗ୍ରାମ୍ ମ୍ୟୁରେଟ ଅଫ୍ ପଟାସ୍ ସାର ଆବଶ୍ୟକ ହୋଇଥାଏ । ଏହି ସାରରୁ ସବୁକ ଫସ୍‌ଫରସ ଓ ପଟାସ ମଞ୍ଜି ଲଗାଇବା ପୂର୍ବରୁ ସିଆରରେ ଦେଇ ଲଗାଯାଏ । ଆବଶ୍ୟକ ହେଉଥିବା ଯୁବକ୍ଷାର ଜାତୀୟ ସାରର ଅଧେ ଗଛ ଲଗାଇବା ସମୟରେ ଓ ଆଉ ଅଧେକ ଗଛ ଉଠି ବାର ୩ ସପ୍ତାହ ପରେ ଦେବା ଉଚିତ୍ । ମୂଳ ସାର ହିସାବରେ ବିହନ ବୁଣାବେଳେ ୩୫ କିଲୋଗ୍ରାମ୍ ଡିଏପି, ୨୭ କିଲୋଗ୍ରାମ୍ ଫୁଟ୍ ଅଫ୍ ପଟାସ ଓ ୨୧ କିଲୋଗ୍ରାମ୍ ୟୁରିଆ ପ୍ରୟୋଗ କରାଯାଇପାରେ ।

ଧାଡ଼ିକୁ ଧାଡ଼ି ୬୦ ସେଣ୍ଟିମିଟର ଓ ଗଛକୁ ଗଛ ୨୫୩୦ ସେଣ୍ଟିମିଟର ବ୍ୟବଧାନରେ ମଞ୍ଜି ଲଗାଇବା ଉଚିତ୍ । ମଞ୍ଜିକୁ ଲଗାଇବା ପୂର୍ବରୁ ଥିରାମ ବା କାର୍ବେଣ୍ଡାଜିମ୍ ସହିତ ଗୋଳାଇ ବିଶୋଧନ କରନ୍ତୁ । ପ୍ରତି ଏକ କିଲୋଗ୍ରାମ୍ ମଞ୍ଜିପାଇଁ ୩ ଗ୍ରାମ୍ ହିସାବରେ ଥିରାମ ବା ଦେଢ଼ଗ୍ରାମ୍ କାର୍ବେଣ୍ଡାଜିମ୍ ବ୍ୟବହାର କରନ୍ତୁ ।

ଗଛ ଉଠିବାର ୩ ସପ୍ତାହ ପରେ ବିଲାକୁ ବଛାବଛି କରି ଅବଶିଷ୍ଟ ଯବକ୍ଷାର ଜାତୀୟ ସାର ଦେଇ ହୁଡ଼ା ଟେକି ଦିଅନ୍ତୁ । ଏହି ସମୟରେ ଏକର ପ୍ରତି ୩୫ କିଲୋଗ୍ରାମ୍ ୟୁରିଆ ପ୍ରୟୋଗ କରିବା ଦରକାର ।

ବର୍ଷାଦିନେ ପ୍ରାୟ ପାଣି ମଡ଼ାଇବା ଦରକାର ହୁଏ ନାହିଁ । କିନ୍ତୁ ଖରାଦିନେ ପ୍ରତି ସପ୍ତାହରେ ଥରେ ପାଣି ମଡ଼ାଇବା ଆବଶ୍ୟକ ହୋଇଥାଏ । 

Farming methods>

Okra needs to be well-cultivated. 5-4 kg of seeds are needed per acre in the rainy season. Depending on the planting distance, the amount of seed may be less. During cultivation, 8/10 vehicles per acre should be fertilized with manure. Okra requires about 32 kilograms of jatropha per acre, 14 kilograms of phosphorus and 18 kilograms of potash. This amount is 90 per acre to get this amount of food fertilizer. One kilogram of urea, or 128 kilograms of calcium ammonium nitrate, 100 kilograms of single superphosphate, and 24 kilograms of murate of potash are required. From this fertilizer, all the phosphorus and potash seeds are applied through the sieve before planting. Half of the required national fertilizer should be applied at the time of planting and the other should be planted at least 3 weeks later. As the main fertilizer, 35 kg of DAP, 28 kg of foot of potash and 21 kg of urea can be applied during sowing.

Seeds should be planted at a distance of 60 cm from row to row and 25 to 30 cm from tree to plant. Peel a squash, grate it and squeeze the juice. Use thiram or 1.5 grams of carbendazim at the rate of 3 grams per kilogram of seeds.

3 weeks after planting, select the beetle and apply the remaining fertilizer with the national fertilizer. At this time, 35 kg of urea should be applied per acre.

There is almost no need to water during the rainy season. But it is necessary to water once a week on dry days.

ରୋଗ ଓ ପୋକ

ଭେଣ୍ଡିରେ ହଳଦିଗୁଣ୍ଡି ପୋକ ଲାଗି ପତ୍ରରୁ ରସ ଶୋଷି ନିଅନ୍ତି । ଅନେକ ସମୟରେ ଫଳବିନ୍ଧା ଓ ପତ୍ରପୋଡ଼ା ପୋକ ମଧ୍ୟ ଫସଲର କ୍ଷତି କରିଥାନ୍ତି । ଏହି ପୋକମାନଙ୍କ ଦାଉରୁ ରକ୍ଷା ପାଇବା ପାଇଁ ଏକର ପିଛା ୪୦୦ ମିଲି ଲିଟର (୧ ଲିଟର ୧୦୦୦ ମିଲି ଲିଟର ) ହିସାବରେ ମାଲାଥିଅନ ଔଷଧ ପକାଇବା ଉଚିତ୍ । ଏହା ଛଡ଼ା କାର୍ବାରିଲ ୦.୨% ବା ଡାଇକ୍ଲୋରୋଫସ୍ ୦.୦୫% ସ୍ପ୍ରେ କରିବା ଦରକାର ।

ଭେଣ୍ଡି ଗଛରେ ପତ୍ର ହଳଦିଆ ପତ୍ର ହଳଦିଆ ପଡ଼ି ଯାଏ ଯାହାକୁ ସାହେ ବୀ ରୋଗ କହନ୍ତି । ପରବାଣିକ୍ରାନ୍ତି, ଉତ୍କଳ ଗୌରବ ଓ ଆ କା ଅନାମିକା କିସମରେ ଏହି ରୋଗ ପ୍ରାୟ ହୁଏ ନାହିଁ । ଏହି ରୋଗର ଭୂତାଣୁ ଧଳାମାଛି ଦ୍ଵାରା ପରି ବାହିତ ହୋଇ ଥାଏ । ଧଳା ମାଛି ଦମନ ପାଇଁ ଉପର ବଣ୍ଡିତ କୀଟନାଶକ ଔଷଧ ପ୍ରୟୋଗ କରିବା ଆବଶ୍ୟକ । ଔଷଧ ପକାଇ ବା ପୁର୍ବ ରୁ ସବୁ ଫଳ ତୋଳି ଦେବା ଉଚିତ୍ । ଔଷଧ ପକାଇବା ପରେ 6 ଦିନ ପର୍ଯ୍ୟନ୍ତ ଫଳ ତୋଳିବା । ଉଚିତ୍ ନୁହେଁ ।

Diseases and worms >

Okra  sucks the juice out of the leaves for the turmeric worms. Fruit and leaf worms often also damage crops. Malathion should be injected at a rate of 400 ml (1 liter - 1000 ml) per acre. In addition, carbaryl should be sprayed with 0.2% or dichlorophosphate 0.05%.

The leaves turn yellow on the Okra tree, which is called Sahebi's disease. Paravanikranti, Utkal Gaurab and Aka Anamika are almost non-existent. The virus is transmitted by whiteflies. Topical pesticides should be used to control white flies. All fruits should be sprayed or removed beforehand. Fruit picking for 6 days after spraying. Not right.

ଅମଳ >

ଭେଣ୍ଡି ଖରାଦିନେ ପ୍ରାୟ ୩5 ଦିନ ପରେ ଓ ବର୍ଷାଦିନେ 45 ଦିନ ପରେ ଫଳିବାକୁ ଆରମ୍ଭ କରେ । ଫଳ ଆସିବାର ୫ ରୁ ୬ ଦିନ ଭିତରେ ଫଳଗୁଡ଼ିକ ତୋଳିବା ଉପଯୋଗୀ ହୋଇଥାଏ । ଭଲଭାବରେ ଚାଷ କଲେ ଭେଣ୍ଡିରୁ ଏକର ପିଛା ପ୍ରାୟ ୩୦ ରୁ ୪୦ କ୍ଵିଣ୍ଟାଲ ପର୍ଯ୍ୟନ୍ତ ଅମଳ ହୋଇଥାଏ । ମଞ୍ଜି ପାଇଁ ଭେଣ୍ଡି ଚାଷକଲେ ଏକ ଏକର ରୁ ପ୍ରାୟ ୩-୪ କିଲୋ ମଞ୍ଜି ମିଳିଥାଏ । ତେବେ ଫଳଗୁଡ଼ିକ ଭଲଭାବରେ ଶୁଖଗଲେ ତାହାକୁ ମଞ୍ଜି ପାଇଁ ଅମଳ କରିବା ଆବଶ୍ୟକ ।

ସାଧାରଣତଃ ଏକ ଏକର ଭେଣ୍ଡି ଚାଷ କରିବା ପାଇଁ ପ୍ରାୟ ୧5୦୦୦ ଟଙ୍କା ଖର୍ଚ୍ଚ ହୋଇଥାଏ ଯଦି ହାରାହାରି ୩୦ କ୍ଵିଣ୍ଟାଲ ଭେଣ୍ଡି ମିଳେ ତେବେ କ୍ଵିଣ୍ଟାଲ ପିଛା ୧୫୦୦ ଟଙ୍କାରେ ବିକିଲେ ୪୫୦୦୦ ଟଙ୍କା ମିଳିପାରିବ । ଭେଣ୍ଡି ଏକ ଲାଭଜନକ ପରିବା । ଏହା ଅଳ୍ପ ପରିଶ୍ରମରେ ଓ ଅଳ୍ପ ଦିନରେ ହେଉଥିବାରୁ ଚାଷୀ ବେଶ୍ ଲାଭବାନ ହୋଇଥାନ୍ତି । 

Harvest> 

Okra begins to bloom about 35 days after the dry season and 45 days after the rainy season. Fruits are useful for picking within 5 to 7 days of fruiting. Well-cultivated yields range from about 30 to 40 quintals per acre. Wendy's cultivates yield about 3-4 kilograms of seeds per acre. If the fruit is well dried, it must be harvested for seed.

It usually costs about Rs 15,000 to cultivate an acre of wendy. If you get an average of 30 quintals of wendy, you can get Rs 75,000 if you sell it for Rs 1,500 per quintal. Okra is a profitable family. Farmers benefit greatly because it is done with less labor and fewer days.

 

No comments:

OKRA_FRAMING

ଜୟୀ ରାଜଗୁରୁ (Freedom fighter)

ଜୟୀରାଜଗୁରୁ : ଇଂରେଜମାନେ ଭାରତକୁ ବାଣିଜ୍ୟ କରିବା ପାଇଁ ଆସି ଧୀରେ ଧୀରେ ରାଜନୈତିକ ବ୍ୟାପାରରେ ପ୍ରବେଶ କଲେ। ସେମାନେ ଗୋଟିକ ପରେ ଗୋଟିଏ ରାଜ୍ୟ ତାଙ୍କ ସାମ୍ରାଜ୍ୟର...