Saturday, August 15, 2020

RIDGE GOURD FARMING (ଜହ୍ନି ଚାଷ)

 

ଜହ୍ନି > ଚାଷ 

ଶସ୍ତା ପରିବା ଭିତରେ ଜହ୍ନି ଅନ୍ୟତମ । ଗାଁ ଗହଳିରେ ଲୋକମାନେ ନିଜ ବାଡ଼ିରେ ଜହ୍ନି ଚାଷ କରି ବେଶ୍ ଦୁଇ ପଇସା ରୋଜଗାର କରିଥାଆନ୍ତି । କେହି କେହି କେବଳ ଘରର ଆବଶ୍ୟକତା ଲାଗି ଜହ୍ନିକୁ ଭଜା, ତରକାରି, ପୋସ୍ତ ଭାବେ ପ୍ରସ୍ତୁତ କରି ଖାଦ୍ୟ ଭାବେ ବ୍ୟବହାର କରିଥାଆନ୍ତି । ଆଜିକାଲି ଖାଦ୍ୟପେୟରେ ଅନିୟମିତତା ଯୋଗୁ ନାନା ରୋଗ ଗ୍ରାସ କରୁଛି । ଅଧିକାଂଶ ଲୋକଙ୍କଠାରେ ଗ୍ୟାସ୍‌ଟ୍ରିକ୍‌, ହୃଦ୍‌ଜନିତ ରୋଗ, ଉଚ୍ଚ ରକ୍ତଚାପ, ମେଦବହୁଳତା ପରି ସମସ୍ୟା ଦେଖାଦେଉଛି । ତେବେ ଏଥିରୁ ମୁକ୍ତି ପାଇବା ପାଇଁ ଜହ୍ନି ମହୌଷଧି ପରି କାମ କରିଥାଏ । ଖରାଦିନିଆ ପନିପରିବା ମଧ୍ୟରେ ଜହ୍ନି ଏକ ମୁଖ୍ୟ ପରିବା । ଏହା ଆମ ରାଜ୍ୟରେ ପ୍ରାୟ ସବୁ ଅଞ୍ଚଳରେ ଚାଷ. ହୋଇଥାଏ । ଉଷ୍ମ ଓ ଆର୍ଦ୍ର ଜଳବାୟୁରେ ଏହା ଭଲ ବଢିଥାଏ । ଏହା ଅତ୍ୟଧିକ ଥଣ୍ଡା ସହ୍ୟ କରିପାରେ ନାହିଁ । ସାଧାରଣତଃ ସବୁ ପ୍ରକାର ମାଟିରେ ଜହ୍ନି ଚାଷ ଭଲ ହୋଇଥାଏ । ହେଲେ ବାଲିଆ, ଦୋରସା ମାଟିରେ ଏହା ଭଲ ହେଉଥୁବା ବେଳେ ଚିକିଟା ମାଟି ଏହି ଚାଷ ପାଇଁ ଅନୁପଯୁକ୍ତ ।

RIDGE GOURD FARMING  >

Ridge Gourd is one of the cheapest. In the villages, people earn a lot of money by cultivating Ridge Gourd on their sticks. Some people use Ridge Gourd as a fry, vegetable, post for food only for household needs. Nowadays, various diseases are consuming due to irregularities in food intake. Most people have problems with gastritis, heart disease, high blood pressure, and obesity. So to get rid of it, Johnny acts like a medicine. Johnny is one of the main vegetables in the dry season. It is cultivated in almost all regions of our state. Happens. It grows well in hot and humid climates. It can't stand the cold. Ridge Gourd cultivation is usually best in all types of soil. However, while it grows well in sandy, Dorsa soils, Chikita soils are not suitable for this cultivation

କିସମ >

ସିଓ-୧, ପୁସାନା ସଦାର, ପି.କେ.ଏମ-୧, ଆର୍କ ପ୍ରଶନ୍ନ, ସାତୁପତିଆ, ପୁଷାନୂତନ ଇତ୍ୟାଦି । ଏକ ଏକର ପାଇଁ ୧.୫ରୁ ୨ କିଗ୍ରା ମଞ୍ଜି ଆବଶ୍ୟକ । ମନ୍ଦା ଗୁଡିକ ୪୫ ସେମି ଲମ୍ବ, ୪୫ ସେମି ପ୍ରସ୍ଥ ୪୫ ସେମି ଗଭୀର ହେବା ଆବଶ୍ୟକ ।  ପ୍ରତି ମନ୍ଦାରେ ୧ ଝୁଡ଼ି ଖତ ସହ ଏକର ପ୍ରତି ୪୦ କିଗ୍ରା ଯବକ୍ଷାରଯାନ ୨୪ କେଜି, ଫସଫରସ୍ ଏବଂ ୨୪ କେଜି ପଟସ୍ ସାର ପ୍ରୟୋଗ କରନ୍ତୁ । ଖରାଟିଆ, ଜହ୍ନିକୁ ଆପଣ ଫ୍ରେବୃୟାରୀରୁ ମାର୍ଚ୍ଚ ମାସ ମଧ୍ୟରେ ଲଗାଇବା ଆବଶ୍ୟକ ।

What kind >

CO-1, Pusana Sadar, PKM-1, Ark Prashanna, Satupatia, Pusanutan etc. 1.5 to 2 kg of seeds are required per acre. The gaps must be 45 cm long and 45 cm wide and 45 cm deep. Apply 24 kg, phosphorus and 28 kg of potash fertilizer per acre with 1 basket of manure per acre. You need to plant the dry, jaggery between February and March.

ସାର ପ୍ରୟୋଗ >

ମଞ୍ଜି ଲଗାଇବା ସମୟରେ ଏକର ପ୍ରତି ୩୦ କିଗ୍ରା ୟୁରିଆ ସାର ସହ, ସମସ୍ତ ଫସଫରସ୍ ଏବଂ ୧୨ କେଜି ପୋଟାସ୍ ସାର ପ୍ରୟୋଗ କରିବା ଆବଶ୍ୟକ । ଗଛ ଉଠିବାର ୨୦-୨୫ ଦିନ ପରେ ମନ୍ଦାକୁ କୋତା ଖୋସା କରି ୩୦ କିଗ୍ରା ୟୁରିଆ ସାର ପ୍ରୟୋଗ କରିବା ଉଚିତ୍ । ଗଛ ୪୦-୪୫ ଦିନ ହେବା ପରେ ୨୫ କେଜି ୟୁରିଆ ସାର ଦେଇ ବାକିତକ ପୋଟାସ୍ ସାର ପ୍ରାୟୋଗ କରିବା ଉଚିତ । ଖରାଦିନିଆ ଫସଲରେ ନିୟମିତ ଜଳସେଚନ କରିବା ଆବଶ୍ୟକସାଧାରଣତଃ ଜହ୍ନି ଫସଲରେ ଅଧିକ ରୋଗପେକ ଦେଖାଯାଏ। ନାହିଁ । କିନ୍ତୁ ପ୍ରାରମ୍ଭିକ ଅବସ୍ଥାରୁ ଲାଲ କଖାରୁଆ ପୋକ, ପତ୍ରକୁ ଖାଇଯାଆନ୍ତି । ତେଣୁ ଏହି ପୋକର ପରିଚାଳନା ପାଇଁ ଏକ ଲିଟର ପାଣିରେ ୨ ମିଲି କେଳୁରୋପାଇରିଫସ୍ ମିଶାଇ ଗଛରେ ସିଞ୍ଚନ କଲେ ସୁଫଳ ମିଳିଥାଏ । ପାଉଁଶିଆ ରୋଗ ଏହି ଫସଲରେ ମୁଖ୍ୟ ରୋଗ । ଏହି ରୋଗ ହେଲେ ପତ୍ର ପାଉଁଶିଆ ହୋଇଯାଏ । ଏହି ରୋଗ ଦେଖାଦେଲେ ସଲଫର। ସେଚିତ ଗୁଣ୍ଡ ପ୍ରତି ଲିଟର ପାଣିରେ ୩ ଗ୍ରାମ୍ ମିଶାଇ ସିଞ୍ଚନ କରନ୍ତୁ ।

Fertilizer application >

When planting, apply 30 kg of urea per acre, all phosphorus and 12 kg of potash fertilizer. 20 to 25 days after planting, weed should be removed and 30 kg of urea should be applied. After 60-45 days, the remaining potash should be applied with 25 kg of urea fertilizer. Irrigation needs to be done regularly in the dry season. Jahni crops are more common. No. But from the beginning, red caterpillars eat leaves. Therefore, to control this pest, it is beneficial to spray 2 ml of keluropyrifs in a liter of water. Pneumonia is the main disease in this crop. In this case, the leaves become ashy. Sulfur occurs when the disease is present. Sprinkle with 3 grams per liter of water.

 

ଶରୀରରେ ଉପକାରିତା >

ପୋଷକତତ୍ତ୍ୱରେ ଭରପୂର ଜହ୍ନି ଖାଇଲେ ଅନେକ ରୋଗରୁ ମୁକ୍ତି ମିଳିବ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଏଥିରେ ଭିଟାମିନ୍ ସି, କାର୍ବୋହାଇଡ୍ରେଟ୍‌, ପ୍ରୋଟିନ୍ ଏବଂ ଫାଇବର ରହିଛି । ଏଥିରେ ଥିବା ବିକମ୍ପେ୍ଲକ୍ସ ଏବଂ ଫଲିକ୍ ଏସିଡ୍ ଗର୍ଭବତୀଙ୍କ ପାଇଁ ବହୁତ ଲାଭଦାୟକ । ଏଥିରେ କ୍ୟାଲୋରୀ କମ୍ ରହିଛି । ଯାହା ଓଜନ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ଜହ୍ନି ହୃଦ୍‌ରୋଗୀ ଏବଂ ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ସବୁଠୁ ଭଲ । ଏହାକୁ ଖାଦ୍ୟରେ ସାମିଲ କଲେ ଗ୍ୟାସ ଏବଂ ପାଚନ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳିଥାଏ । ଏଥିରେ ଭିଟାମିନ୍ ରହିଛିଏହାକୁ ଖାଇଲେ ଦୃଷ୍ଟିଶକ୍ତି ପ୍ରଖର ହୋଇଥାଏ ।

Benefits in the body>

Eating plenty of nutrients can help you get rid of many diseases. According to health experts, it contains vitamin C, carbohydrates, protein and fiber. Its B-complex and folic acid are very beneficial for pregnant women. It is low in calories. Which helps in weight control. Johnny is best for patients with heart disease and high blood pressure. Adding it to the diet relieves gas and digestive problems. It contains vitamin "A". Eating it sharpens the eyesight.

 

ଲାଭକ୍ଷତି >

ବୈଜ୍ଞାନିକ ପଦ୍ଧତିରେ ଜହ୍ନି ଚାଷ କଲେ ଏକର ପ୍ରତି ୮୦-୯୦ କ୍ଵିଣ୍ଟାଲ ଜହ୍ନି ଅମଳ ହୋଇଥାଏ । ଏକର ପ୍ରତି ହାରାହାରି ୩୫ରୁ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ଚାଷୀକୁ ଲାଭ ମିଳିଥାଏ ।

 

Profit >

Scientific cultivation of jahni yields 60-90 quintals of jahni per acre. Farmers earn an average of Rs 35,000 to Rs 40,000 per acre.

No comments:

OKRA_FRAMING

ଜୟୀ ରାଜଗୁରୁ (Freedom fighter)

ଜୟୀରାଜଗୁରୁ : ଇଂରେଜମାନେ ଭାରତକୁ ବାଣିଜ୍ୟ କରିବା ପାଇଁ ଆସି ଧୀରେ ଧୀରେ ରାଜନୈତିକ ବ୍ୟାପାରରେ ପ୍ରବେଶ କଲେ। ସେମାନେ ଗୋଟିକ ପରେ ଗୋଟିଏ ରାଜ୍ୟ ତାଙ୍କ ସାମ୍ରାଜ୍ୟର...